ଅଳିଆ ଉଠାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ପରିବେଶ ସୁସ୍ଥ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା। ଏହି କ୍ରମରେ ସମଗ୍ର ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଆଉପାଦେ ଆଗକୁ ନେଇଛନ୍ତି ଜଣେ ଜିଲ୍ଲାପାଳ। ଏହି ବିରଳ ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଳା। ସବୁବେଳେ ଆମେ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ନିର୍ଭର କରୁଥାନ୍ତି। ମାତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରୁଘୁଜୀ ନିଜେ ହାତରେ ସଫେଇ ଗ୍ଳୋବ୍‌ ଲଗାଇ ନିଜର ଅନ୍ୟ … Continue reading ଅଳିଆ ଉଠାଇଲେ ଜିଲ୍ଲାପାଳ